
ପଠନ
ବିକଳ୍ପ
ଅଧିକ ଜାଣିବାକୁ ଚାହୁଁଛନ୍ତି
NCS CODE: 2424.0300 | MG001
ମାନବ ସମ୍ବଳ ପରିଚାଳକମାନେ ଏକ ସଂସ୍ଥାର ପ୍ରଶାସନିକ କାର୍ଯ୍ୟଗୁଡିକର ଯୋଜନା, ସମନ୍ୱୟ ଏବଂ ତଦାରଖ କରନ୍ତି ।
ହେମା ରବିଚନ୍ଦର ମାନବ ସମ୍ବଳ କ୍ଷେତ୍ରରେ ଜଣେ ନେତ୍ରୀ । ଅହମ୍ମଦାବାଦସ୍ଥିତ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟରୁ ମ୍ୟାନେଜମେଣ୍ଟ୍ ଡିଗ୍ରୀ ହାସଲ କରିବା ପରେ ସେ ୧୯୮୩ ମସିହାରେ ମୋଟର୍ ଇଣ୍ଡଷ୍ଟ୍ରିଜ୍ କମ୍ପାନି ଲିମିଟେଡ୍ (ମିକୋ)ରେ କ୍ୟାରିୟର ଆରମ୍ଭ କରିଥିଲେ। ପରେ ୧୯୯୨ ମସିହାରେ ସେ ଇନଫୋସିସରେ ଏଚ୍ଆର୍ ମୁଖ୍ୟ ଭାବରେ ଯୋଗ ଦେଇଥିଲେ | ହେମାଙ୍କୁ ତିନୋଟି ଏଚ୍ଆର୍ ପ୍ରଫେସନାଲ୍ ଅଫ୍ ଦି ଇୟର୍ ପୁରସ୍କାର ରେ ସମ୍ମାନିତ କରାଯାଇଛି ଏବଂ 'ଭାରତର ପ୍ରମୁଖ ୨୫ଜଣ ମହିଳା' ମଧ୍ୟରେ ତାଙ୍କ ନାମ ସ୍ଥାନିତ ହୋଇଛି ।
ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ୍, ସମ୍ବଲପୁର୍
କିଟ୍ ସ୍କୁଲ୍ ଅଫ୍ ମ୍ୟାନେଜମେଣ୍ଟ୍, ଭୁବନେଶ୍ୱର୍
ଉତ୍କଳ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱର୍
ଏବିଆଇଟି କଟକ - ଅଜୟ ବିନୟ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି, କଟକ
ଆମିଟି ଗ୍ଲୋବାଲ ବିଜନେସ୍ ସ୍କୁଲ, ଭୁବନେଶ୍ୱର
ଏଏସ୍ ବିଏମ୍ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱର
ଏକ୍ସ୍ଏଲ୍ଆରଆଇ - ଜାଭିୟର୍ ସ୍କୁଲ୍ ଅଫ୍ ମ୍ୟାନେଜମେଣ୍ଟ୍, ଜାମସେଦପୁର୍
ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ୍, ଅହମ୍ମଦାବାଦ
ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ୍, ବାଙ୍ଗାଲୋର
ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ୍ (ଆଇଆଇଏମ୍), ବାଙ୍ଗାଲୋର
ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ୍ (ଆଇଆଇଏମ୍), ଲକ୍ଷ୍ନୌ
ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ୍ (ଆଇଆଇଏମ୍), ଇନ୍ଦୋର
ମାନବ ସମ୍ବଳ ପରିଚାଳନା (ଏଚ୍ଆର୍)ରେ ଏକ ସଂସ୍ଥା ସ୍ଥାପନ କରି ବିଭିନ୍ନ ବ୍ୟବସାୟ କିମ୍ବା ସଂଗଠନଗୁଡିକୁ ମାନବ ସମ୍ବଳ ସେବା ପ୍ରଦାନ କରିପାରିବେ ।
ନିମ୍ନଲିଖିତ ଦିବ୍ୟାଙ୍ଗ ବ୍ୟକ୍ତିମାନେ ଏହି କ୍ୟାରିୟର୍ ରେ କାମ କରିପାରିବେ